ନୂଆପଡା: ସମସ୍ୟାର ସମାଧାନ କରିବା ଦାବିରେ ଗଙ୍ଗଦେଇଗଡ଼ ଓ ପାଖ ଅନ୍ୟ ଗ୍ରାମର ଗ୍ରାମବାସୀଙ୍କ ଦ୍ୱାରା ନୂଆପଡ଼ାରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
Nuapada, Nuapada | Aug 13, 2025
ଆଜି ଚୁଲାଭାଟ ଗ୍ରାମ ପଞ୍ଚାୟତର ଗଙ୍ଗଦେଇଗଡ଼ ଓ ପାଖ ଅନ୍ୟ ଗ୍ରାମର ଶତାଧିକ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ରାସ୍ତା, ପାଣି ପରି...