ଅତାବିରା: ଲୁରୁରସିଂହା ଠାରେ ଭାରତୀୟ ଜନତା ପାର୍ଟି ସେବା ପକ୍ଷ ରେ ରକ୍ତ ଦାନ ଶିବିର ,ଯୋଗଦେଲେ ବିଡିଓ
-
ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଅନ୍ତର୍ଗତ ଲୁପୁରସିଂହା ସଂକ୍ରିଡ଼ା ମଣ୍ଡଳ ବିଜେପି କାର୍ଯ୍ୟକର୍ତ୍ତା ଓ ସମ୍ପର୍କ ପରିବାର ର ମିଳିତ ଉଦ୍ୟମ ରେ ଏକ ସେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଭେଡେନ ବି.ଡି.ଓ ଶ୍ରୀ କର୍ଣ୍ଣ ସୁନା ସମ୍ମାନିତ ଅତିଥି ଭେଡେନ ଥାନା ଅଧିକାରୀ ଶ୍ରୀ ଶଶୀଭୂଷଣ ମିଶ୍ର, ମଣ୍ଡଳ ସଭାପତି କ୍ଷୀରେଶ ମହାକୁର, ସରପଞ୍ଚ ଉଦ୍ଧବ ବାରିକ, ବିପିନ ଭୋସାଗର, ଯଶୋବନ୍ତ ସେଠ୍,କାହ୍ନୁ ମଲ୍ଲିକ,