ବୌଦ୍ଧ ସଦର: ସାକୁସିଙ୍ଗା ଜଙ୍ଗଲରେ ଚାଲିଥିଲା ବେଆଇନ ମହୁଲି ମଦ ତିଆରିଅଦାରେ ଅବକାରୀ ଚଢ଼ାଉ ୩୫୦କେଜି ପୋଚ ସହିତ ୧୦ଲିଟର ମଦକୁ ଜବତ କରି ନଷ୍ଟ
ଆଜି ସନ୍ଧ୍ୟା ୭.୩୦ ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କରାଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନସ୍ପେକଟର ଶ୍ରୀ ଗଦାଧର ମହାରଣାଙ୍କ ନେତୃତ୍ୱରେ ଏକଟିମ ଆଶ୍ୟାନ୍ହ ୨ଟା ସମୟରେ ପୂରୁଣାକଟକ ଥାନା ଅନ୍ତର୍ଗତ ସାକୁସିଙ୍ଗା ଜଙ୍ଗଲରେ ଚାଲିଥିବା ବେଆଇନ ମହୁଲି ମଦ ତିଆରି ଆଡାରେ ଚଢ଼ାଉ କରଥିଲା l ଏହି ଚଢ଼ାଉରେ ୩୫୦କେଜି ମହୁଲ ପୋଚ ସହିତ ୧୦ଲିଟର ମହୁଲି ରନ୍ଧା ମଦକୁ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି