ସୋରଡା: ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା କକ୍ଷ ପରିସରରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି
Surada, Ganjam | Oct 10, 2025 ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ପରିସର ସଭାଗୃହରେ ବରିଷ୍ଠ ନାଗରିକ ମାନଙ୍କ ଉଧେଷ୍ୟରେ ଏକ ସାଧାରଣ ଅଧିବେଶନ ସ୍ଥାନୀୟ ବୟୋଜ୍ୟେଷ୍ଠ ଓ ଜ୍ୟେଷ୍ଠ ଶ୍ରେଷ୍ଠ ନାଗରିକଙ୍କୁ ନେଇ ବର୍ଣ୍ଣାଢ୍ୟ ଆସରରେ ଆୟୋଜନ ହୋଇଛି।ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସାମାଜିକ ସୁରକ୍ଷା ଅଧିକାରୀ ଦଳବେହେରା ସଂଯୋଜନା କରିଥିବା ବେଳେ ବରିଷ୍ଠ ନାଗରିକ ସଙ୍ଘ ସଭାପତି ଦେବେନ୍ଦ୍ରନାଥ ପାତ୍ର, ସମ୍ପାଦକ ଏନ ନରସିଂହ ଚୌଧୁରୀ,ପୂର୍ବତନ ସମ୍ପାଦକ ଉମା ଚରଣ ଦାସ ଗୋଷ୍ଠୀ ଉର୍ଣ୍ଣାୟନ ଅଧିକାରୀ ତନ୍ମୟ ପାତ୍ର, ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣାୟନ ଅଧିକାରୀ ସଂଜୀବ ରାଜ୍ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ.