ଅସାମାଜିକ ବ୍ୟକ୍ତିଙ୍କୁ ନେଇ ପରେଡ୍ ଅନୁଷ୍ଠିତ। ବିଭିନ୍ନ ଅସାମାଜିକ କାର୍ଯ୍ଯରେ ଲିପ୍ତ ଥିବା ତଥା ଥାନାରୁ ଜାମିନ୍ ରେ ଯାଇଥିବା ବ୍ଯକ୍ତି ମାନୁକୁଂ ହାଜିରା ବା ପରେଡ୍ କରାଯାଇଛି। ରାଉରକେଲା ପୋଲିସ ଜିଲ୍ଲାର ସମସ୍ତ ଜୋନ୍ ଏବଂ ଏସଡିପିଓ କାର୍ଯ୍ୟାଳୟରେ ଅସାମାଜିକ ବ୍ଯକ୍ତିକଂ ପରେଡ୍ ଅନୁଷ୍ଠିତ ହୋଇଯାଇଛି। ରବିବାର ଅପରାହ୍ନରେ ଏହି ପରେଡ୍ ଅନୁଷ୍ଠିତ ହୋଇଯାଇଛି।