ଶ୍ରୀ ମନ୍ଦିର ଫେରିଲେ ମହାପ୍ରଭୁ କଣ୍ଟାମାଲ ବ୍ଲକ ଘଣ୍ଟାପଡା ଠାରେ ମହାପ୍ରଭୁ ଙ୍କ ବାହୁଡା଼ ଯାତ୍ରା ଧୁମଧାମ ରେ ପାଳନ ହୋଈଥିଲା I ପଦଣ୍ଡି କରି ପୂଜା ଅର୍ଚନା କରାଯାଇ ରଥାରୁଡ ହୋଉଥିଲେ ମହାବାହୁ I ସହ ସହ ଭକ୍ତ ନାମ ସାକିର୍ତନ କରି ରଥଟାଣି ଥିଲେ I ତେବେ ମହାପ୍ରଭୁ ଅଧା ବାଟରେ ଅଟକି ରହିଥିଲେ I ଆଜି ରାତି 8ଘଣ୍ଟା ସମୟରେ ପୂଜା ଅର୍ଚନା କରା ଯାଇଥିଲା ଏହା ପରେ ପୁନି ନାମ ସକିର୍ତନ କରାଯାଇ ମହାପ୍ରଭୁ ନିଜ ମନ୍ଦିର କୁ ଫେରିଛନ୍ତି I ସହ ସହଭକ୍ତ ସାମିଲ ହୋଈଥିଲେ I