ନୂଆଗାଁ ବ୍ଲକର ଜାହାଡ଼ିଟୋଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପି.ଏଲ୍.ଆଣ୍ଡ.ଡି.କ୍ୟୁ ମାଇନ୍ସର ଗ୍ରାମରେ ସାପଟିଏ ଉଦ୍ଧାର କରାଯାଇଛି।ସ୍ନେକ ରେସ୍କ୍ୟୁ କରୁଥିବା ପପୁ ସାହୁ ଗଛରେ ଗୁଡେ଼ଇ ହୋଇଥିବା ପ୍ରାୟ ୮ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରିଥିଲେ।ଏହି ଉଦ୍ଧାର କାର୍ଯ୍ୟରେ ସ୍ନେହାଶିଷ ତ୍ରିପାଠୀ ସହଯୋଗ କରିଥିଲେ।