ଛୋଟ କଥାକୁ ବଡ଼ କରୁଥିବା ଲୋକଙ୍କ କାର୍ଯ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ | ଲେଙ୍ଗୁ ମିଶ୍ର ଛକ ଠାରେ ଶନିବାର ସନ୍ଧ୍ୟା 7.30 ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଲେ ବିଧାୟକ | ରାଜନୈତିକ ଫାଇଦା ପାଇଁ ଛୋଟ କଥାକୁ ବଡ଼ କରୁଥିବା ଜଣାଇଛନ୍ତି ବିଧାୟକ | ସେହି ସମସ୍ୟା ମାନେ ବିଧାୟକଙ୍କ ପାଖକୁ ଆଣିଲେ ତାହାର ସମାଧାନ ବିଧାୟକ କରିବେ ବୋଲି ଜଣାଇଛନ୍ତି | ତେବେ ଛୋଟ କଥାକୁ ବଡ଼ ନ କରି ଉନ୍ନତି ପାଇଁ ସମସ୍ତେ ଏକ ହେବା ପାଇଁ ଆହ୍ୱାନ କରାଯାଇଛି ।