ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ଅଞ୍ଚଳରେ ଦୁଇ ବାଇକ ମଧ୍ଯରେ ଦୁର୍ଘଟଣା, 3 ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 8 ଟା ସମୟରେ ସିନ୍ଦୁରପଙ୍କ ଅଞ୍ଚଳରେ 3 ଜଣ ଯୁବକ ଏକ ବାଇକ ରେ ଯାଉଥିବା ବେଳେ ଏକ ବୁଲେଟ ସହ ଧକ୍କା ହେଇଥିଲେ l ଏହି ଦୁର୍ଘଟଣା ରେ ଜଣେ ଯୁବକଙ୍କ ଗୋଡ଼ ଭାଙ୍ଗିଥିବା ବେଳେ ଆଉ ଦୁଇ ଯୁବକ ସାମାନ୍ୟ ଆହତ ହୋଇଥିଲେ l ସେପଟେ ଗୋଡ଼ ଭାଙ୍ଗିଥିବା ଜୁବକଙ୍କୁ ଭୀମସାର ସ୍ଥାନାନ୍ତର କରାଯାଇଛି l