ଗୋପାଳପୁର: ଝାଡ଼ାଙ୍କୁଲି ଗ୍ରାମର ମୁଖ୍ୟ ରାସ୍ତାରେ ଜଣକୁ ଆକ୍ରମଣ କରି ଲୁଟ୍
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମଖଣ୍ଡି ଥାନା ଅଧୀନ ଝାଡ଼ାଙ୍କୁଲି ଗ୍ରାମର ମୁଖ୍ୟ ରାସ୍ତାରେ ଜଣକୁ ସଙ୍ଘବୋଧ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ହୋଇଥିବା ସୂଚନା ମିଳିଛି l ଆକ୍ରମଣର ଶିକାର ହୋଇଥି ବା ବ୍ୟକ୍ତି ଜଣେ ଅପରାଧୀ ହୋଇଥିବା ବେଳେ ବ୍ୟକ୍ତି ଜଣକ ନାମ ବାବୁ ସାହୁ ବୋଲି ସୂଚନା ମିଳିଛି l