ସମ୍ବଲପୁର ମ୍ୟୁନିସିପାଲଟି: ସହରର ବିଭିନ୍ନ ପଡା ରେ ପୁଅ ଜିଉଁନ୍ତିଆଁ ପୂଜା ଅନୁଷ୍ଠିତ
ଆଜି ହେଉଛି ପବିତ୍ର ମୂଳାଷ୍ଟମୀ l ମୂଳାଷ୍ଟମୀ ଅବସରରେ ଆଜି ରାତି 7 ଟା ରେ ସହରର ବିଭିନ୍ନ ପଡା ମାନଙ୍କ ରେ ମା ମାନେ ପୁଅ ର ଶୁଭ ଓ ଦିଘାୟୁ କାମନା କରି ପୁଅ ଜିଉନ୍ତିଆ ପୂଜା କରିଥିବା ଦେଖିବାକୁ ମିଳିଛି l ବ୍ରତଧାରୀ ମା ମାନେ ଆଜି ପୁଅ ମାନଙ୍କ ପାଇଁ ଉପବାସ ରଖି ରୀତିନୀତି ଅନୁଯାଇ ଏହି ପୂଜା କରିଥାନ୍ତି l