ନୂଆଗାଁ ବ୍ଲକର କନ୍ଦରକେଲା ଗ୍ରାମପଞ୍ଚାୟତର ଘୋଘିଆ ଚର୍ଚ୍ଚ ଦେଇ ଯାଇଥିବା ରାସ୍ତାଟିର ଅବସ୍ଥା ବହୁତ୍ ଖରାପ ଅଛି।ଏହି ରାସ୍ତା ବିଷୟରେ ବର୍ଷବର୍ଷ ଧରି ସ୍ଥାନୀୟ ଲୋକ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ନମିଳିଥିବାରୁ ଆଦିବାସୀ କଂଗ୍ରେସ ଓଡ଼ିଶାର ଭାଇସ ଚେୟାରମେନ୍ ରାଜେଶ କେରକେଟାଙ୍କୁ ଲୋକମାନେ ଡାକି ସମସ୍ୟା କହିଥିଲେ।ସେ ଏହି ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।