ସୁନ୍ଦରଗଡ ସହର: ବିଜୁଳି ଖମନ ଅଙ୍ଗନବାଡ଼ି କେନ୍ଦ୍ର ଦିଦି ଗର୍ଭବତୀ ମହିଳାଙ୍କୁ ଦେଲେ ମୂଷା ଖିଆ ଛତୁଆ,କାଗଜ ପତ୍ରରେ ଅଣ୍ଡା ଦିଆଯାଇଥିବା ଦର୍ଶାଇ ଖାଇଗଲେ ଅଣ୍ଡା
Sundargarh Town, Sundargarh | Sep 4, 2025
ଆଜି ସେପ୍ଟେମ୍ୱର 4 ତାରିଖ ଗୁରୁବାର ପୂର୍ବାହ୍ନ 9 ଟାରେ କିଛି ମହିଳା ଓ ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଘେରି ରହିଥିବା ବେଳେ କେତେକ ଗଣ...