ମାଲକାନଗିରି: ଏକ ପେଡ ମା କେ ନାମ ୨.୦ ଅଭିଯାନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ
ମାଲକାନଗିରି ଜିଲ୍ଲାରେ ଏକ ପେଡ ମା କେ ନାମ ୨.୦ କାର୍ଯ୍ୟକ୍ରମ ସମସ୍ତ ପଂଚାୟତ ଗୁଡିକରେ ଚାଲିଥିବା ବେଳେ ଏନେଇ ଜିଲ୍ଲାବାସୀ ଙ୍କୁ ଆଜି ସନ୍ଧ୍ୟା ୭.୩୦ ସମୟରେ ବାର୍ତା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ପାଖାପାଖି ୨ ଲକ୍ଷ ରୁ ଉର୍ ଚାରା ରୋପଣ କରିବାକୁ ଥିବା କହିଛନ୍ତି ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ।