ମୋରଡା: ଅସନବଣି ଜଙ୍ଗଲରୁ ବାହାରି ଦାନ୍ତିଆମୁହାଁ -ଚିତ୍ରଡା ରାଜ୍ୟରାଜପଥ ଅତିକ୍ରମ କରିବାପରେ ଦୁର୍ଗାପୁର ଜଙ୍ଗଲରେ ପ୍ରବେଶକଲେ ୩ଟି ବଣୁଆହାତୀ
Muruda, Mayurbhanj | Aug 18, 2025
ମୋରଡା ବ୍ଲକ ଅଧୀନ ଅସନବଣି ଜଙ୍ଗଲରେ ଥିବା ତିନିଟି ହାତୀ ଦାନ୍ତିଆମୁହାଁ-ଚିତ୍ରଡା ରାଜ୍ୟରାଜପଥ ଅତିକ୍ରମ କରି ସୋମବାର ଅପରାହ୍ନ ସାଢେପାଞ୍ଚଟାରେ...