Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଟଲି: ଭଟଲି ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ନବୋଦୟ ପରୀକ୍ଷା ଦେଲେ ୧୬୬ଜଣ ଛାତ୍ରଛାତ୍ରୀ।

ଭଟଲି ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ନବୋଦୟ ପରୀକ୍ଷା ଦେଲେ ୧୬୬ଜଣ ଛାତ୍ରଛାତ୍ରୀ। ଭଟଲି ସତିହାରୀ ବାଳିକାହାଇସ୍କୁଲ ରେ ଆଜିଦିନ ୧ଟା୩୦ମିନିଟ ପର୍ଯ୍ୟନ୍ତ ନବୋଦୟ ପରୀକ୍ଷା ହୋଇ ଥିଲା।ଏଥିରେ ଭଟଲିବ୍ଳକର ବିଭିନ୍ନ ବିଦ୍ୟାଳୟର ୧୬୬ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ଏହିପରୀକ୍ଷା କେନ୍ଦ୍ରରେ ସି.ଏଲ.ଓ. ଭାବରେ ଗୌଡ଼ଗାଁ ହାଇସ୍କୁଲ ର ପ୍ରଧାନଶିକ୍ଷକ ପରିତୋଷ ପାଢ଼ୀ ରହିଥିବାବେଳେ ଭଟଲି ସତିହାରୀ ବାଳିକାଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡ଼ନସନା ସୁପରିଟେଣ୍ଡେଣ୍ଟଭାବରେଦାଇତ୍ୱ ତୁଲାଇ ଥିଲେ। ଭଟଲି ବିଇଓ ଅମୃତା ସାହୁ ପରୀକ୍ଷାକେନ୍ଦ୍ରକୁ ପରିଦର୍ଶନ କରିଥିଲେ

MORE NEWS