ଧର୍ମଶାଳା: ତାରିଣୀ ଛକ ନିକଟ ଜାତୀୟ ରାଜପଥରେ ଦୃତଗାମୀ ଟ୍ରକ ଦୁର୍ଘଟଣାରେ ଷଣ୍ଢ ଗୁରୁତର,ଘଟଣାସ୍ଥଳରେ ଉତ୍ତେଜନା
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜେନାପୁର ଥାନା ଅଧିନସ୍ଥ ତାରିଣୀ ଛକ ନିକଟ ଜାତୀୟ ରାଜପଥରେ ଏକ ଦୃତଗାମୀ ଟ୍ରକ ଦୁର୍ଘଟଣାରେ ଏକ ଷଣ୍ଢ ଗୁରୁତର ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଶନିବାର ରାତି 12 ଘଟିକା ସମୟରେ ତାରିଣୀ ଛକ ନିକଟ ଜାତୀୟ ରାଜପଥରେ ଏକ ଦୃତଗାମୀ ଟ୍ରକ ଦୁର୍ଘଟଣାରେ ଏକ ଷଣ୍ଢ ଗୁରୁତର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା ।