ବୌଦ୍ଧ ସଦର: ଭୁବନେଶ୍ବର କୃଷି ଶିକ୍ଷା ସଦନ ଠାରେ କେଳାକଟାର ଅଗ୍ରଣୀ ଯୁବ ଚାଷୀ ରାଜ୍ୟପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ
Baudh Sadar, Boudh (Bauda) | Aug 24, 2025
ରବିବାର ଦିନ ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଓଡିଶା କୃଷି ଓ ବୈଷୟକ ବିଶ୍ୱ ବିଦ୍ୟାଳୟର 64ତମ ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧ ଜିଲ୍ଲା...