ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ରେ ସହରରେ ମାତିଛନ୍ତି ସିସିଟିଭି ଲୁଟେରା, ଚୋରୀର ଭିଡ଼ିଓ ସିସି ଟିଭି ରେ କଏଦ,ଅତିରିକ୍ତ ଏସପି କହିଲେ ଖୁବ ଶୀଘ୍ର ଚୋରକୁ ଧରିବୁ
Bhadrak Rural, Bhadrak | Sep 10, 2025
ଗୋଟିଏ ରାତିରେ ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳର ଦୋକାନରୁ 50 ରୁ ଉର୍ଦ୍ଧ ସିସିଟିଭି ଲୁଟିନେଲେ ଲୁଟେରା,ଯାହାକୁ ନେଇ ଭଦ୍ରକ ଟାଉନ ଥାନା ଓ...