ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଜାମୁଗାଡ଼ିଆ ଗାଁ ମୁଣ୍ଡ ରେ ଟାଟା ଏସି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି। ଗୁରୁତର ଜଣ ଙ୍କ ହେଲେ ସାନ କନ୍ତକୂଳ ଗ୍ରାମର ସନାତନ ସାହୁ ଙ୍କ ପୁଅ ସଂଗ୍ରାମ ସାହୁ (୩୦) ଏବଂ ମୃତ ଜଣଙ୍କ ହେଲେ ସଂଗ୍ରାମ ସ୍ତ୍ରୀ ସୌଭାଗିନୀ ସାହୁ ବୋଲି ଜଣା ପଡିଛି। ସୂଚନା ଯେ, ବନ୍ତଳା ଥାନା ଅନ୍ତର୍ଗତ ସାନ କନ୍ତକୂଳ ଗ୍ରାମର ସଂଗ୍ରାମ ସାହୁ ଏବଂ ସ୍ତ୍ରୀ ସୌଭାଗିନୀ ସାହୁ ଅପରାହ୍ନ ରେ ବନ୍ତଳା ଅଞ୍ଚଳକୁ ପିଲାମନଙ୍କର ଡ୍ରେସ୍ କିଣିବାକୁ ବାଇକ୍ ଯୋଗେ ଆସିଥିଲେ। ବନ୍ତଳା ମାର୍କେଟ ରୁ ଡ୍ରେସ୍ କିଣି ସାରିବା ପରେ ଘର ଅଭିମୁଖେ ବାଇକ୍ ଯୋଗେ