ବିଶ୍ୱ ହିନ୍ଦୀ ଦିବସରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ସାହିତ୍ୟ ନୁହେଁ ବରଂ କଥିତ ଭାଷା ହିଁ ଭାଷାକୁ ଜୀବନ୍ତ ରଖେ । ତେଣୁ, ଯେକୌଣସି ଭାଷାକୁ ଜୀବନ୍ତ ରଖିବା ପାଇଁ, ପାରସ୍ପରିକ ସମ୍ପର୍କ ଏବଂ ଏହାର ପ୍ରସାରକୁ ଦିଗ କୁ ବିସ୍ତାର କରିବା ଅତ୍ୟନ୍ତ ଜରୁରୀ। ବିଶ୍ୱ ହିନ୍ଦୀ ଦିବସ ଅବସରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗ ଦ୍ୱାରା ଆୟୋଜିତ ଏକ ସେମିନାରରେ ବିଭାଗ ସଂଯୋଜକ ଡ.ରଞ୍ଜନ ସେଠୀ ଏହି ମନ୍ତବ୍ୟ ଦେଇଥିଲେ। "ବିଶ୍ୱ ପରିଦୃଶ୍ୟରେ ହିନ୍ଦୀର ସ୍ଥିତି, ବାଧା ଏବଂ ସମ୍ଭାବନା" ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର