ତେଲକୋଇ: କନ୍ତଲେଇ ଗାଁ ରାସ୍ତାରେ ପାର ହେଲେ ପଲୁଆ ହାତୀ , ଅଞ୍ଚଳ ଭୟର ବାତାବରଣ ମଧ୍ୟରେ
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ କନ୍ତ ଲେଇ ଗାଁରେ ପୁଲୁଆ ହାତୀ ରାସ୍ତା ପାର ହେବାର ଦୃଷ୍ୟ । ଧାନଫସଲ ନଷ୍ଟ କରି ପାଖ ଜଙ୍ଗଲ କୁ ପଲାଇ ଯାଇଛନ୍ତି । ଭୟର ବାତାବରଣ ମଧ୍ୟରେ ଲୋକେ । ଆଜି ସକାଳ ଆଠଟା ସମୟର ସୂଚନା l