ମୋରଡା: ଦାନ୍ତିଆମୁହାଁ, ଦୁର୍ଗାପୁର ପଞ୍ଚାୟତଗସ୍ତକରି ଉନ୍ନୟନମୂଳକ କାମର ସମୀକ୍ଷା କଲେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ନିର୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ
Muruda, Mayurbhanj | Aug 19, 2025
ମୋରଡା ବ୍ଲକ ତଥା ନିର୍ବାଚନ ମଣ୍ଡଳୀ ଅଧୀନ ଦାନ୍ତିଆମୁହାଁ ଏବଂ ଦୁର୍ଗାପୁର ପଞ୍ଚାୟତ ଗସ୍ତକରି ମଙ୍ଗଳବାର ଅପରାହ୍ନ ସାଢେ୪ଟାରେ ବିଭିନ୍ନ...