ବଡସାହି: କଣ୍ଟିପୁର ଗାଁର ଯୁବକ ଦାଦନ ଖଟିବାକୁ ଗୁଜୁରାଟ ଯାଇଥିବାବେଳେ ସେଠାରେ ହତ୍ୟାର ଶିକାର ହୋଇଥିବାନେଇ ପରିବାରଲୋକଙ୍କୁ ସୂଚନାଦେଲା ଗୁଜୁରାଟ ପୁଲିସ
Barsahi, Mayurbhanj | Sep 8, 2025
ବୈଶିଙ୍ଗା ଥାନା ଅଧୀନ କଳମା ପଞ୍ଚାୟତର କଣ୍ଟିପୁର ଗ୍ରାମର ଯୁବକ ସୁଦୂର ଗୁଜୁରାଟର ମୋରବି ଜିଲ୍ଲା ଅଧୀନ ୱାଙ୍କନେର ତାଲୁକା ପୁଲିସ ଷ୍ଟେସନ...