ଅକ୍ଟୋବର ୧୬ ତାରିଖ ଅପରାହ୍ନ ପ୍ରାୟ ୨ଟା ସମୟରେ ସେକ୍ଟର ୬ ସ୍ଥିତ ନେପାଳୀ ମନ୍ଦିର ପାଖ ଆନନ୍ଦମାର୍ଗ ବସ୍ତିର ଏକ ବନ୍ଦ ଘରେ ନିଆଁ ଲାଗିବା ସହ ପରିସ୍ଥିତି ଭୀଷଣ ଭୟଙ୍କର ହୋଇ ବାହାରେ ଥିବା ଏକ ଅଟୋ ଜଳି ଯିବା ସହିତ ଘର ଭିତରେ ଥିବା ସାମଗ୍ରୀ ମଧ୍ୟ ଜଳି ପୋଡି ପାଉଁଶ ହୋଇଗଲା, ଅଗ୍ନିଶମ ବାହିନୀ ନିଆଁକୁ ଆୟତ କଲେ, ସ୍ଥାନୀୟ ପୋଲିସ ତଦନ୍ତ ଜାରି ରଖିଛି