Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota
newszoneodia
15
କୋଶଳା ଜଙ୍ଗଲରେ ବ୍ରାଉନ୍ ସୁଗାର କାରବାର ବେଳେ ପୋଲିସର ଚଢ଼ାଉ ୫ ଜଣ ଗିରଫ ଗିରଫଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ତିନି ଜଣ ଯୁବକ ଅଛନ୍ତି #CPDnews #chhendiapada #chhendipadapolice #angul #BRAUNSUGAR #AngulDistrict
Anugul, Angul
| Jun 15, 2026
#cpdnews
#chhendiapada
#chhendipadapolice
#angul
#braunsugar
#anguldistrict
MORE NEWS
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକସ୍ଥିତ ନୟନୀ କୋଇଲା ଖଣିରୁ କଣିହାଁ ଜେଆଇଟିପିଏଲକୁ ଟ୍ରକ ଯୋଗେ କୋଇଲା ପରିବହନ ପ୍ରସ୍ତାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧ ତୀବ୍ର ହୋଇଛି #CPDnews #chhendiapada #angul #AngulDistrict #coalmining #jitpl #CoalTransport
Anugul, Angul | Jun 22, 2026
ଅନୁଗୁଳରେ ଜନ ଶିକ୍ଷଣ ସଂସ୍ଥାନ ଦ୍ଵାରା ବିଶ୍ଵ ଯୋଗ ଦିବସ ପାଳନ। କେନ୍ଦ୍ର ସରକାର ଙ୍କ କୌଶଳ ଉଦ୍ୟମିତା ମନ୍ତ୍ରଣାଳୟ ଅଧିନସ୍ଥ ଜନ ଶିକ୍ଷଣ ସଂସ୍ଥାନ ର ନିର୍ଦ୍ଦେଶକ ଶ୍ରୀ ସୌରୀ ରଞ୍ଜନ ପଣ୍ଡା ଙ୍କ ନେତୃତ୍ବରେ ଜିଲ୍ଲା ର ତିନି ଗୋଟି ସ୍ଥାନ ରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି. ଫୁଲପଡା ସ୍ଥିତ ପ୍ରଜ୍ଞାଜାଗୃତି ଶିକ୍ଷା ନିକେତନ ବିଦ୍ୟାଳୟ ପରିସର ରେ ବିଦ୍ୟାଳୟ ର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ତ୍ରିପାଠୀ ଶିବିର ପରିଚାଳନା କରି ଥିବା ବେଳେ ଯୋଗସାଧକ ଶ୍ରୀଯୁକ୍ତ ରତ୍ନାକର ବିଶ୍ଵାଳ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିବା ସହ ଶିବିର କୁ ପରିଚାଳନା କରିଥିଲେ ଏବଂ ସେଇ ପରିଭାବେ ଗୀତାଗ୍ରାମ ର କମୁନିଟି ହଲ୍ ରେ ଭାରତ ସ୍ୱାଭିମାନ ଟ୍ରଷ୍ଟ ର ଜିଲା ପ୍ରଭାରୀ ଡଃ. ସୁଧାଂଶୁ ଶେଖର ଦାସ ଯୋଗ ପ୍ରଶିକ୍ଷଣ ଶିବିର ପରିଚାଳନା କରିଥିଲେ ଏବଂ କଣିହାଁ ର ବିଜିଗୋଳ ସବ ସେଣ୍ଟର ରେ ମଧ୍ଯ ଯୋଗ ଶିବିର କରାଯାଇ ଅଛି . ସାରା ଦେଶରେ ପାଳନ ହେଉଥିବା ଯୋଗ ଦିବସ ରେ ଏ ବର୍ଷ ର ସୁସ୍ଥ ବୟସ ପାଇଁ ଯୋଗ" ଯାହା କି ଏକ ସୁସ୍ଥ ଜୀବନ ଜୀବନଯାପନ ଶୈଳୀ ଉପରେ ମଧ୍ୟ ପ୍ରଭାବ ପକାଇବ ପାରିବ, ଉଦ୍ଦେଶ୍ଯ ରେ ସମର୍ପିତ କରାଯାଇଅଛି. ଯୋଗ କରିବା ଦ୍ୱାରା ନିଜେ ସୁସ୍ଥ ରହିବା ସହ ସମାଜ କୁ ବି ସୁସ୍ଥ ରଖି ପାରିବା. ଆଜିର ଏହି ତିନିଗୋଟି ଯାକ ଶିବିରରେ ୧00 ଉର୍ଦ୍ଧ ଯୋଗ ଦିବସ ରେ ବିଦ୍ୟାର୍ଥୀ , ମହିଳା ଓ ବ୍ୟକ୍ତି ବିଶେଷ ଭାଗ ନେଇଥିଲେ ଉପସ୍ଥିତ ଥିଲେ ଜନ ଶିକ୍ଷଣ ସଂସ୍ଥାନ ର କାର୍ଯ୍ୟାଳୟ ର ସହ କାଯ୍ୟକ୍ରମ ଅଧିକାରୀ ଚିତ୍ତ ରଞ୍ଜନ ସାମଲ, ଓ ଅନ୍ୟ ସହକାର୍ଯ୍ୟକର୍ତ୍ତା ଶିବିର ଗୁଡିକ ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ #angulexpress #internationalyoga #anugul
Anugul, Angul | Jun 22, 2026
ଅନୁଗୋଳ ତୁରଙ୍ଗ ଯୋଗ କେନ୍ଦ୍ର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ସୁସ୍ଥ ନିରାମୟ ଜୀବନ ପାଇଁ ଯୋଗ କରିବା ନିହାତି ଆବଶ୍ୟକ। #internationalyoga #day #angulexpress #anugul
Anugul, Angul | Jun 21, 2026
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ#ଅନୁଗୁଳ# ବିଜେପି#damantv
Anugul, Angul | Jun 21, 2026
ଭୋଜି ଖାଇ ଫେରୁଥିବା ବେଳେ ବଜ୍ରପାତ, ଜଣେ ମୃତ – ୪ ଶିଶୁଙ୍କ ସମେତ ୭ ଗୁରୁତର #CPDnews #chhendiapada #riamal #chhendipadapolice #angul #AngulDistrict
Anugul, Angul | Jun 21, 2026