ମୋରଡା: ବଣକାଟି ଆଦିବାସୀ ଛାତ୍ରାବାସରୁ ୨ଛାତ୍ର ନିଖୋଜ ନେଇ ତୀବ୍ରଅସନ୍ତୋଷ ବ୍ୟକ୍ତକଲେ ଅଭିଭାବକ, ଅନ୍ଧାରରାତିରେ ଜଙ୍ଗଲରାସ୍ତାରେ ଆସି ଘରେ ପହଞ୍ଚିଲେ
Muruda, Mayurbhanj | Sep 2, 2025
ମୋରଡା ନିର୍ବାଚନ ମଣ୍ଡଳୀଅଧୀନ ଶୁଳିଆପଦା ବ୍ଲକ ଉଫାଲଗଡିଆ ପଞ୍ଚାୟତ ସ୍ଥିତ ବଣକାଟି ଆଦିବାସୀ ଛାତ୍ରାବାସରୁ ମଙ୍ଗଳବାର ରାତିରେ ଦୁଇଜଣ ଛାତ୍ର...