ସଦର ଥାନା ଅନ୍ତର୍ଗତ ହାଲିପାଲି ନିକଟରେ ସଡ଼କ ଦୁର୍ଘଟଣା, ଜଣେ ମୃତ ମିଳିଥିବା ସୂଚନା ଅନୁଯାଇ ଆଜି ଅପରାହ୍ନ 3.40 ମିନିଟ ରେ ଛତିଶଗଡ଼ ନମ୍ବର ଥିବା ଏକ ଟ୍ରଲର ଏକ ବାଇକକୁ ଧକା ଦେଇଥିଲା l ବାଇକ ଚାଳକଙ୍କ ଘଟଣା ସ୍ଥଳ ମୃତ୍ୟୁ ହେଇଥିଲା l ମୃତକ ଜଣକ ହେଉଛନ୍ତି ମୁଣ୍ଡେର ର ପ୍ରହ୍ଲଲ୍ଲାଦ ଭୋଇ l ପୋଲିସ ଟ୍ରଲର ଚାଳକକୁ ଅଟକ ରଖି ପଚାରା ଉଚରା କରୁଥିଲା ସୂଚନା ମିଳିଛି l