ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବାଣ୍ଡିପାହାଡ଼ ଅଙ୍ଗନୱାଡି କେନ୍ଦ୍ରରୁ ଚୋରି ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ଗିରଫ ଅଭିଯୁକ୍ତ ଜଣକ ବାଣିପାହାଡ଼ ର ପ୍ରଦୀପ ଧୁରୁଆ ବୋଲି ଥାନା ଅଧିକାରୀ ଶୋଭନାଥ ସେଠ ସୁଚନା ଆଜି ରାତି ୮ ଟା ୩୦ ରେ ଦେଇଛନ୍ତି l ସୁଚନା ଅନୁଯାୟୀ ଗତ ୫ ତାରିଖ ରାତିରେ ବାଣ୍ଡିପାହାଡ଼ ଅଙ୍ଗନୱାଡି କେନ୍ଦ୍ରରୁ ଚାଉଲ, ଅଣ୍ଡା ଓ ବାଦାମ ଲଡୁ, ରାଶିଲଡୁ ଆଦି ଚୋରି ହୋଇଥିବା ନେଇ ଅଙ୍ଗନଓ୍ବାଡି କେନ୍ଦ୍ର କର୍ମି ସବିତା ପଧାନ ଲଖନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ କରିଥ