ବଡସାହି: ମେଗା ଜଳସେଚନ ପ୍ରକଳ୍ପର ମୂଲ୍ୟବାନ ପାଣିପାଇପ ଗୁଡିକୁ ତାଳପଦା ଠାରୁ ଚୋରିକରି ନେଇ ପଳାଉଥିବା ଟ୍ରକ ଜବତ ପରେ ଚାଳକକୁ ଗିରଫ କଲା ବଡସାହି ପୁଲିସ
Barsahi, Mayurbhanj | Sep 3, 2025
ବଡସାହି ଥାନା ଅଧୀନ ତାଳପଦା ଠାରୁ ମେଗା ଜଳସେଚନ ପ୍ରକଳ୍ପ ପାଇଁ ରାସ୍ତା ପାର୍ଶ୍ଵରେ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ପାଇପ ଚୋରିକରି...