ନବରଙ୍ଗପୁର ପୋଲିସ ଷ୍ଟେସନ: ଖୀଡିଙ୍ଗିମାଲ ଡଙ୍ଗରିଗୁଡା ନିକଟରେ ଛତିଶଗଡି ହାତୀ ଆକ୍ରମଣରେ ନାବାଳକ ଗୁରୁତର
Nabarangapur PS, Nabarangpur | Sep 1, 2025
ଖୀଡିଙ୍ଗମାଲ ଡଙ୍ଗରିଗୁଡା ନିକଟରେ ଛତିଶଗଡି ହାତୀ ଆକ୍ରମଣରେ ନାବାଳକ ଗୁରୁତର, ଉମରକୋଟ ବ୍ଲକରେ ଆତଙ୍କ ଖେଳାଉଛି ଛତିଶଗଡି ହାତୀ । ଛତିଶଗଡ଼...