କୋମନା: ସେନବର୍ଷା ସରକାରୀ ବିଦ୍ୟାଳୟରେ ପାନୀୟ ଜଳ ନଳକୁପର ଅସୁବିଧା, ସ୍କୁଲ୍ ଠାରେ ପ୍ରତିକ୍ରିୟା ରଖିଲେ ଗ୍ରାମର ଜଣେ ଯୁବକ #jansamasya
Komna, Nuapada | Apr 18, 2025 ନୂଆପଡ଼ା ଜିଲ୍ଲା ସେନବର୍ଷା ସରକାରୀ ବିଦ୍ୟାଳୟରେ ପାନୀୟ ଜଳ ନଳକୁପର ଅସୁବିଧା, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ହଇରାଣ ହେଉଥିବା ନେଇ ଅଭିଯୋଗ। ସୂଚନା ମୁତାବକ ସେନବର୍ଷା ସରକାରୀ ବିଦ୍ୟାଳୟରେ ପିଇବା ପାଣି ପାଇଁ ପିଲା ଅସୁବିଧାର ସମ୍ମୁଖିନ ହେଉଛନ୍ତି, ତେବେ ଏ ନେଇ ଶୁକ୍ରବାର ପୂର୍ବାହ୍ନ 11 ଘଟିକା ସମୟରେ ସ୍କୁଲ୍ ପରିସରରେ ପ୍ରତିକ୍ରିୟା ରଖିଲେ ଗ୍ରାମର ଜଣେ ଯୁବକ