ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଭିକମପାଲି ନିକଟରେ ଭାରୀଯାନ ଧକ୍କାରେ ପ୍ରାଣ ହରାଇଲେ ଉଭୟ ଯୁବକ l ମୃତ ଯୁବକ ଦ୍ୱୟ ବ୍ରଜରାଜନଗର ଲମଟିବାହାଲ ର ବଜରଙ୍ଗ ବନେଟ ଆକାଶ ଦାସ l ସୂଚନା ଅନୁସାରେ ବଜରଙ୍ଗ ଏବଂ ଆକାଶ ବାଇକ ଯୋଗେ ଗତକାଲି ଜାତୀୟ ରାଜପଥ ୪୯ ରେ ଲମଟିବାହାଲ ପଟେ ଆସୁଥିବାବେଳେ ଭିକମପାଲି ନିକଟରେ ଏକ ଭାରୀଜାନ ସେମାନଂକୁ ଧକ୍କା ଦେଇ ଫେରାର ମାରିଥିଲା l ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ l ସେମାନଙ୍କୁ ଉଦ୍ଧାର କରାଯାଇ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବାବେଳେ ଡାକ୍ତର ବୁର୍ଲା ଡାକ୍ତରଖାନା କୁ ରେଫର କରିଥିଲେ l ଭୀମସାର ବୁର୍ଲା ଡାକ୍ତର