ଆଜି ମୋହରମ ର ତାଜୀୟା ଯାତ୍ରା ର ଆଖଡ଼ା ଖେଳ ଚାଲୁଥିବା ସମୟରେ ଜଣେ ଯୁବକ ଆହତ ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 1 ଟା ସମୟରେ ଲକ୍ଷ୍ମୀ ଟକିଜ ଛକ ନିକଟରେ ତାଜୀୟା ଯାତ୍ରା ଚାଲୁଥିବା ସମୟରେ କିଛି ଯୁବକ ଆଖଡ଼ା ଖେଳ ପ୍ରଦର୍ଶନ କରୁଥିଲେ ଳ ଏହି ସମୟରେ ଜଣେ ଯୁବକଙ୍କ ମୁଣ୍ଡରେ ଏକ ଭାଲା ବାଜି ଯାଇଥିଲା ଯାହାଫଳରେ ଯୁବକ ଜଣକ ଆହତ ହୋଇଥିଲେ l ତାଙ୍କୁ ତୁରନ୍ତ ମେଡିକାଲ ଆଣି ଚିକିତ୍ସା କରାଯାଇଥିଲା l