ନର୍ଲା: ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଚନ୍ଦନ ପିଣ୍ଡା ଆଦର୍ଶ ଗ୍ରାମ ଲୋକାର୍ପିତ।
ଏମ ରାମପୁର ବ୍ଲକ ଅନ୍ତର୍ଗତ ଚନ୍ଦନ ପିଣ୍ଡା ଆଦର୍ଶ ଗ୍ରାମ ଲୋକାର୍ପିତ। ମଦନପୁର ରାମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚନ୍ଦନ ପିଣ୍ଡା ଆଦର୍ଶ ଗ୍ରାମ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଏଲ୍ ଟି ଆଇ ମାଇଣ୍ଡଟ୍ରି ର ସହଯୋଗୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜିତେନ୍ଦ୍ର ଘନଗାସ୍, ବରିଷ୍ଠ ପରିଚାଳକ ଶ୍ରୀଯୁକ୍ତ ଦେବୀପ୍ରସାଦ ରାୟଗୁରୁ,ମହାଶକ୍ତି ଫାଉଣ୍ଡେସନର ସିଇଓ ଶ୍ରୀଯୁକ୍ତ ଯୁଗଳ କିଶୋର ପଟ୍ଟନାୟକ, ମଦନପୁର ରାମପୁର ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ ଯୋଗ ଦେଇ ଆଦର୍ଶ ଗ୍ରାମ କୁ ଲୋକାର୍ପିତ କରିଥିଲେ ।