ଆଜି ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କମଳା କାନ୍ତ ପତି ଙ୍କ ସଭାପତିତ୍ବ ରେ ୨୫୫ଜଣ ଛାତ୍ର ଛାତ୍ରୀ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତି ରେ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି ଏଥିରେ ଛାତ୍ର ଛାତ୍ରୀ ମାନେ ଶିଶୁ ଦିବସ କାହିଁକି ପାଳନ କରା ଯାଉଛି ତାହା ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଥିଲେ ଆଜିର ଶିଶୁ କାଲିର ଭବଷ୍ୟତ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ବୁଝାଇଥିଲେ ପ୍ରାରମ୍ଭ ରେ ଜବାହର ଲାଲ ନେହେରୁ ଙ୍କ ଫଟୋ ଚିତ୍ର ରେ ଫୁଲ ଓ ଧୂପ ପ୍ରଜ୍ବଳନ କରି