ତାଳଚେର ପୌରପରିଷଦ ଅନ୍ତର୍ଗତ ବାଘୁଆବୋଲ ଗ୍ରାମ ସ୍ଥିତ ଏକ ଘରୋଇ ସ୍କୁଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ଆଜିର ଏହି କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ଥିବା ଉତ୍ସାହକୁ ନେଇ ଏକ ରୋମାଞ୍ଚକର ପରିବେଶ ସୃଷ୍ଟି ହୋଇଥିଲା ।ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା ସହ ଆଗକୁ ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢ଼ି ଦେଶ ତଥା ରାଜ୍ୟର ସୁନାମ ଅର୍ଜନ କରନ୍ତୁ ଏହା କାମନା କରୁଅଛି ।।