ଆକ୍ସନ ମୋଡ଼ରେ ମହାନିଗମ କମିଶନର ମିଳିଥିବା ସୂଚନା ଅନୁଯାଇ ମହାନଗର ନିଗମ କମିସନର ଓ ଟିମ ଲକ୍ଷ୍ମୀ ଟିକିଜ ରୁ ଗୋଲବଜାର ପର୍ଯ୍ୟନ୍ତ ପରିଦର୍ଶନ କରିଥିଲେ l ରାସ୍ତା ଓ ଦୋକାନ ଆଗରେ ପଡ଼ିଥିବା ଅଳିଆ ଆବର୍ଜନା କୁ ଦେଖୀ ଲୋକଙ୍କୁ ଓ ଦୋକାନୀ ମାନଙ୍କ ତାଗିଦ କରିଥିଲେ l ଏ ନେଇ ଆଜି ରାତି 10ଟାରେ ମହାନଗର ନିଗମ ତରଫରୁ ସୂଚନା ମିଳିଛି l