ଅନୁଗୋଳ: ବଅଁରପାଳ ଛକ ନିକଟରେ ରାସ୍ତା ଉପରେ ମଦୁଆର ଉତ୍ପାତ
Anugul, Angul | Sep 16, 2025 ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଛକ ନିକଟରେ ମଙ୍ଗଳବାର ସକାଳ ସମୟରେ ଜଣେ ମଦୁଆ ଉତ୍ପାତ ହୋଇଥିବା ସୂଚନା ମିଳିଛି। ପ୍ରାୟ ଦେଢ଼ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପଞ୍ଚାବନ ନମ୍ୱର ଜାତୀୟ ରାଜପଥରେ ଗାଡି ମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ମଙ୍ଗଳବାର ସକାଳ ଦଶଟା ବେଳେ ସୂଚନା ମିଳିଛି।