ଝାରସୁଗୁଡା ଜିଲ୍ଲା ବିମାନ ବନ୍ଦର ଥାନା ଅଂଚଳ ରୁ ୨୦୦ ଲିଟର ଚୋରା ଡିଜେଲ ଜବତ, ଜଣେ ଗିରଫ l ଝାରସୁଗୁଡା ବିମାନ ବନ୍ଦର ଥାନା ଅଂଚଳରେ ବେଆଇନ ଡିଜେଲ ଚୋରୀ ଓ ବିକ୍ରି ରୋକିବା ପାଇଁ ଅପରେସନ ନେତ୍ର ଆନୁକୂଲ୍ୟ ରେ ପୋଲିସ ର ଏକ ଟିମ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ୨୦୦ ଲିଟର ଡିଜେଲ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବାନେଇ ଝାରସୁଗୁଡା ଏସପି ଆଜି ରାତି ୯ ଟା ରେ ସୂଚନା ଦେଇଛନ୍ତି l