ବୌଦ୍ଧ ସଦର: ଆସନ୍ତା କାଲୀ ସକାଳ ୮.୩୦ରୁ ୨ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ପବନ ସହିତ ବିଜୁଳି ଓ଼ ଘଡ଼ଘଡ଼ି ନେଇ ବୌଦ୍ଧ ଜିଲ୍ଳାକୁ ଏଲୋ ୱାର୍ଣ୍ଣିଙ୍ଗ ଜାରି
ରାଜ୍ୟରେ କିଛିଦିନ ହେବ ବର୍ଷା, ପବନ ସାହି ବିଜୁଳି ଓ଼ ଘଡଘଡ଼ି ଲାଗି ରହିଥିବା ବେଳେ l ଆସନ୍ତାକାଲି ୧ତାରିଖ ସକାଳ ୮.୩୦ସମୟରୁ ୨ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଳାରେ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିବା ସହିତ ବିଜୁଳି ଓ଼ ଘଡଘଡି ହେବା ନେଇ ବୌଦ୍ଧ ଜିଲାକୁ ଏଲୋ ୱାରନିଙ୍ଗ ଜାରି କରାଯାଇଛି l ଏନେଇ ଆଜି ମଧ୍ୟାନ୍ହ ପଖାପଖି ୨ଘଣ୍ଟା ସମୟରେ ଭୁବନେଶ୍ୱର ଷ୍ଠିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି