ଫୁଲବାଣୀ ସହର: ଫୁଲବାଣୀ ଜିଲ୍ଲାପାଳ ଙ୍କ ଗୁମାଗଡ ପଞ୍ଚାୟତ ଗସ୍ତ, ଏ
ଫୁଲବାଣୀ ଜିଲ୍ଲାପାଳ ଙ୍କ ଗୁମାଗଡ ପଞ୍ଚାୟତ ଗସ୍ତ, ଏହି ସୁଚନା ଟି ଗୁରବାର ଅପରାହ୍ନ 4ଘଣ୍ଟିକା ରେ ସୁଚନା ଦାଯାଇଛି, ସୁଚନା ମୁତାବକ କନ୍ଧମାଳ ଜିଲ୍ଲାପାଳ IAS ବେଦ ଭୂଷଣ ଗୁମାଗଡ ଫଞ୍ଚାୟତ କୁ ଆଚାନକ ଗସ୍ତ କରି ବିଭିନ୍ନ ସରକାରୀ କାଯ୍ୟକ୍ରମ ବୁଲି ଦେଖିଛନ୍ତି ଏହି ଗସ୍ତ ସମୟରେ କନ୍ଧମାଳ ପିଡି ଶମ୍ଭୁନାଥ ନନ୍ଦି ମଧ୍ୟ ଉପସ୍ଥିତ ରହିଥିଲେ ତାଙ୍କ ସହ ସମସ୍ତ ରିଲେଟେଡ୍ ଅଫିସର ମଧ୍ୟ ଉପସ୍ଥିତ ରହିଥିଲେ