ହିଞ୍ଜିଳି: ବିଷାକ୍ତ ସାପ କାମୁଡ଼ାରେ ଅଜା ନାତି ମୃତlଏଭଳୀ ଦୁଃଖଦ ଘଟଣା ଘଟିଛି ଶେରଗଡ଼ ବ୍ଳକ ଶବରପଲ୍ଲୀରେlମୃତଙ୍କ ପରିଚୟ ପଞ୍ଚା ନାୟକ ମୋହନ ପାଇକ
Hinjili, Ganjam | Oct 17, 2025 ବିଷାକ୍ତ ସାପ କାମୁଡ଼ା ରେ ଅଜା ନାତି ମୃତ l ଏଭଳୀ ଦୁଃଖଦ ଘଟଣା ଘଟିଛି ଶେରଗଡ଼ ବ୍ଳକ ଅନ୍ତର୍ଗତ ଶବରପଲ୍ଲୀରେ l ମୃତଙ୍କ ପରିଚୟ ଅଜା ପଞ୍ଚା ନାୟକ, ନାତି ରୋହନ ପାଇକ ବୋଲି ଜଣାପଡିଛି। ବିଲମ୍ୱିଟ ରାତିରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡି ଦେଇଥିଲା l ପରିବାର ଲୋକେଗୁରୁତର ଅବସ୍ଥାରେ ଶେରଗଡ଼ ମେଡ଼ିକାଲ ରେ ଭର୍ତ୍ତି କରିଥଲେ , ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ୍ ନେବା ସମୟରେ ଡ଼କ୍ଟର ସେଠାରେ ମୃତ ଘୋଷଣା କରିଥଲେ l