କୋରାପୁଟ ସହର: କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୋରାପୁଟ ଅବକାରୀ ବିଭାଗ କୋରାପୁଟ ବ୍ଲକ୍ ର ମାଥାଲପୁଟ ର ବିଭିନ୍ନ ଦୋକାନ ଉପରେ ଚଡଉ କରି ଗୁଟଖା ଜବ
କୋରାପୁଟ..ସହର..ଆଜି ଦିନ ବାର ଟା ସମୟରେ କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୋରାପୁଟ ଅବକାରୀ ବିଭାଗ କୋରାପୁଟ ବ୍ଲକ୍ ର ମାଥାଲପୁଟ ର ବିଭିନ୍ନ ଦୋକାନ ଉପରେ ଚଡଉ କରି ଗୁଟଖା ଜବତ କରିବା ସହ ନଅ ଜଣ ଦୋକାନୀ ଙ୍କ ଠାରୁ 1800 ଟଙ୍କା ଫାଇଁନ ଆଦାୟ କରିଛି। ଆଜିର ଏଇ ଚଡଉ ସମୟରେ ମାଜିଷ୍ଟ୍ରେଟ ଭବାନୀ ଶଙ୍କର ମିଶ୍ର ଡ୍ରଗସ ଇନ୍ସପେକ୍ଟର ନକ୍ଷତ୍ର ନାୟକଙ୍କ ସମେତ କୋରାପୁଟ ଓ ଦାମନ୍ ଯୋଡ଼ିର ଅବକାରୀ ବିଭାଗ ଉପସ୍ଥିତ ଥିଲେ।