ବୀରମିତ୍ରପୁର: ବେଦବ୍ୟାସ ମେଳା ପଡିଆରେ ପାନପୋଷ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୫ରେ ଯୋଗ ଦେଲେ ନୂଆଗାଁ କୃଷି ଯନ୍ତ୍ରପାତି ବ୍ୟବସାୟୀ
ବେଦବ୍ୟାସ ମେଳା ପଡିଆରେ ପାନପୋଷ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ଦିନରେ ନୂଆଗାଁ କୃଷି ଯନ୍ତ୍ରପାତି ବ୍ୟବସାୟୀ ଯୋଗ ଦେଇଥିଲେ।ଏଥିରେ ନୂଆଗାଁ ବ୍ଲକର ବ୍ଲକ କୃଷି ଅଧିକାରୀ ସତ୍ୟବ୍ରତ ସାହୁ,ବିଭିନ୍ନ ଗ୍ରାମପଞ୍ଚାୟତର କୃଷି ଅଧିକ୍ଷକ ନିବେଦିତା ଚାନ୍ଦେଲେ ତଥା ନୂଆଗାଁର ଚାଷୀମାନେ ତଥା କୁସ ଟ୍ରେନିଂ ନେଉଥିବା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।