ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ୧୩ ନମ୍ବର ୱାର୍ଡରେ ଡ୍ରେନ ସମସ୍ୟା ନେଇ ଦୀର୍ଘ ବର୍ଷ ଧରି ଅସୁବିଧାର ସମ୍ମୁଖିନ ହେଉଥିଲେ ପଡାବାସି l ପଢ଼ା କୁ ଯାଇ ଅସୁବିଧା ହେଉଥିବା ସ୍ଥଳ ପରିଦର୍ଶନ କରି ପଡ଼ାବାସିଙ୍କ ସହ ଆଲୋଚନା କରି କାର୍ଯ୍ୟନିର୍ବାହୀ ଅଧିକାରୀ, ଜେଇଙ୍କ ସହିତ ଡ୍ରେନେଜ ସମସ୍ୟାର ସମାଧାନ କରାଯାଇଛି l ନଗର ବାସିଙ୍କ ସୁବିଧା ଆମର ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ।