ଟିଟିଲାଗଡ: ରିମାଣ୍ଡରେ ଆସିବ ହତ୍ୟା ଉଦ୍ୟମ କରିଥିବା ମାଷ୍ଟର ମାଇଣ୍ଡ ଅଙ୍କୁର ଅଗ୍ରୱାଲ
ରିମାଣ୍ଡରେ ଆସିବ ଅଙ୍କୁର ଅଗ୍ରୱାଲ| ହତ୍ୟା ଉଦ୍ୟମରେ ଏବେ ଅଛନ୍ତି ବିଚାର ବିଭାଗୀୟ ହାଜତ ଭିତରେ | ତେବେ ପୋଲିସର ତଦନ୍ତ ପରେ ଆଜି ଆଉ ଏକ ମାମଲା ରୁଜୁ ହୋଇଛି ଅଙ୍କୁର ଅଗ୍ରୱାଲଙ୍କ ନାମରେ। ତଦନ୍ତରୁ ଜଣାପଡ଼ିଛି ଯେ ନକଲି ସିମରେ ସେ ଲୋକଙ୍କୁ କରୁଥିଲା ବ୍ଲାକମେଲ , ଏ ସଂକ୍ରାନ୍ତରେ ପୁଣି ମାମଲା ରୁଜୁ କରିଛି ପୋଲିସ। ରିମାଣ୍ଡରେ ଆଣି ପୁଣି ପୋଲିସ କରିବ ପଚରା ଉଚୁରା।