ବରେଇପାଲି ଥାନା ଅନ୍ତର୍ଗତ ବରେଇପାଲି ଛକ ନିକଟରେ ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗ l ମିଳିଥିବା ସୂଚନା ଅନୁସାରେ ଆଜି ଜଣେ ଯୁବକ ରାତି ପ୍ରାୟ 8 ଟା ସମୟରେ ତାଙ୍କ ଘରକୁ ଯିବା ପାଈଁ ଗାଡିକୁ ଅପେକ୍ଷା କରିଥିବା ବେଳେ କିଛି ଯୁବକଙ୍କ ସହ ପାଟି ତୁଣ୍ଡ ହୋଇଥିଲା l ଏହାପରେ ସ୍ଥାନୀୟ ଯୁବକ ମାନେ ଉକ୍ତ ଯୁବକଙ୍କୁ ମାଡ଼ ମାରିଥିଲେ l ଯାହାଫଳରେ ଯୁବକ ଜଣଙ୍କ ଆହତ ହୋଇଥିଲେ l ଘଟଣାସ୍ଥଳ କୁ ତୁରନ୍ତ ପୋଲିସ ପହଞ୍ଚି ଆହତକୁ ସମ୍ବଲପୁର ସଦର ମେଡିକାଲ ରେ ଚିକିତ୍ସା କରାଇଥିଲା l ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୋଲିସ ସୂଚନା ଦେଇଛି l ଅଭିଯୋଗ ହେଲେ ତଦନ୍ତ କରା