ବୀରମିତ୍ରପୁର: ସରକାରୀ ପ୍ରାଥମିକ ବିଦ୍ୟାଳୟ,ଲିମଡ଼ା ପରିସରରେ କୃତି ଛାତ୍ରଛାତ୍ରୀଙ୍କୁ କରାଗଲା ସମ୍ବର୍ଦ୍ଧନା।
ସରକାରୀ ପ୍ରାଥମିକ ବିଦ୍ୟାଳୟ,ଲିମଡ଼ାରୁ ଛାତ୍ରଛାତ୍ରୀମାନେ ଖୁଣ୍ଟଗାଁ କ୍ଲଷ୍ଟରସ୍ତରୀୟ ସୁରଭୀ ୨୦୨୫ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି।ବିଦ୍ୟାଳୟର ମିଷ୍ଟାନ୍ନ ବଣ୍ଟନ କରାଯାଇଛି।ଏପରି କାର୍ଯ୍ୟକୁ ନେଇ ଅଭିଭାବକ ମହଲରେ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା।