ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମରେ ଯୋଗଦେଈ ମତ ଦେଲେ ସାଂସଦ ଏବଂ ବିଧାୟକ
ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ରେ ଚାରା ରୋପଣ କରାଯାଇଛି । ମୋଦିଙ୍କ 75 ଜନ୍ମ ଦିନ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ,ବିଧାୟକ ଗୌରୀଶଙ୍କର ମାଝୀ ,ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ , ଜିଲ୍ଲା ବନବିଭାଗ ଅଧିକାରୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଚାରା ରୋପଣ କରିଛନ୍ତି । ଜିଲ୍ଲାରେ ଦୁଇ ଲକ୍ଷ 63 ହଜାର ଦୁଇ ଶହ 10 ଗୋଟି ଚାରା ରୋପଣ କରାଯାଇଛି